ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାରଗିଲ୍ ବିଜୟ ଦିବସରେ କାରଗିଲ୍ ଯୁଦ୍ଧ ବୀରଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 JUL 2023 9:01AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାରଗିଲ୍ ବିଜୟ ଦିବସ ଅବସରରେ କାରଗିଲ୍ ଯୁଦ୍ଧରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, କାରଗିଲ୍ ବିଜୟ ଦିବସ ଭାରତର ସେହି ଅଦ୍ଭୁତ ସାହାସୀ ବୀରଙ୍କ ବୀରତ୍ୱ ଗାଥାକୁ ସାମ୍‌ନାକୁ ଆଣିଥାଏ, ଯିଏ କି ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣା ରହିବେ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ କାରଗିଲ୍ ବିଜୟ ଦିବସ ଭାରତର ସେହି ଅଦ୍ଭୁତ ସାହାସୀ ବୀରଙ୍କ ବୀରତ୍ୱ ଗାଥାକୁ ସାମ୍‌ନାକୁ ଆଣିଥାଏ, ଯିଏ କି ସର୍ବଦା ଦେଶବାସୀଙ୍କ ପାଇଁ ପ୍ରେରଣାଶକ୍ତି ରହିବେ । ଏହି ବିଶେଷ ଦିନରେ ମୁଁ ସେମାନଙ୍କୁ ହୃଦୟରୁ ପ୍ରଣାମ ଏବଂ ବନ୍ଦନା କରୁଛି । ଜୟ ହିନ୍ଦ୍‌!’

SR


(ରିଲିଜ ଆଡି: 1942776) ପରିଦର୍ଶକ କାଉଣ୍ଟର : 170