ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପରିବାର ସହ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

Posted On: 22 JUL 2023 10:03PM by PIB Bhubaneshwar

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି

ଏହି ବୈଠକ ବାବଦରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

ମହାରାଷ୍ଟ୍ରର ଉଦ୍ୟମୀ ଏବଂ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ ତାଙ୍କ ପରିବାରକୁ ଭେଟି ଖୁସି ମହାରାଷ୍ଟ୍ରର ବିକାଶକୁ ଆଗକୁ ବଢ଼ାଇବା ପ୍ରତି ତାଙ୍କ ଆଗ୍ରହ ଏବଂ ତାଙ୍କ ବିନମ୍ରତା ବହୁତ  ସୁନ୍ଦର

 

SR



(Release ID: 1942004) Visitor Counter : 80