ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 04 JUL 2023 10:17AM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ମନ୍ତ୍ରୀ ପରିଷଦ ବୈଠକ ସଫଳ ହୋଇଛି ବୈଠକରେ ଆମେ ବିଭିନ୍ନ ନୀତି ବାବଦରେ ମତ ବିନିମୟ କରିଛୁ

SR


(ରିଲିଜ ଆଡି: 1937185) ପରିଦର୍ଶକ କାଉଣ୍ଟର : 144