ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସାମ ଓ ସମଗ୍ର ଉତ୍ତର-ପୂର୍ବରେ ପେଟ୍ରୋକେମିକାଲ କ୍ଷେତ୍ରର ବୃଦ୍ଧି ନିମନ୍ତେ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 04 JUL 2023 10:14AM by PIB Bhubaneshwar

ଆସାମକୁ ପେଟ୍ରୋକେମିକାଲ୍ସର ଏକ ପ୍ରମୁଖ ରପ୍ତାନିକାରୀ କରିବା ପ୍ରୟାସ ଭାବେ ଆସାମର ପେଟ୍ରୋକେମିକାଲ ପ୍ଲାଣ୍ଟରୁ ବାଂଲାଦେଶରୁ ପ୍ରଥମ ମିଥାନଲ୍ ପରିବହନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଏହା ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବର ପେଟ୍ରୋକେମିକାଲ କ୍ଷେତ୍ରକୁ ବିକଶିତ କରିବ ’ 

 

SR


(रिलीज़ आईडी: 1937183) आगंतुक पटल : 137
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam