ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 03 JUL 2023 9:31AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପୂର୍ଣ୍ଣିମା ଅବସରରେ ସଭିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ସମସ୍ତ ଦେଶବାସୀଙ୍କୁ ଗୁରୁ ପୂର୍ଣ୍ଣିମାର ଅସୀମ ଶୁଭକାମନା

SR


(रिलीज़ आईडी: 1937054) आगंतुक पटल : 140
इस विज्ञप्ति को इन भाषाओं में पढ़ें: Punjabi , Kannada , Assamese , English , Urdu , Marathi , हिन्दी , Manipuri , Bengali , Gujarati , Tamil , Telugu , Malayalam