ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜେନେରାଲ ଇଲେକ୍ଟ୍ରିକର ସିଇଓ ଏଚ୍ ଲରେନ୍ସ କଲ୍ପଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 JUN 2023 10:23AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେନେରାଲ ଇଲେକ୍ଟ୍ରିକର ସିଇଓ ଏଚ୍ ଲରେନ୍ସ କଲ୍ପଙ୍କୁ ଭେଟିଛନ୍ତି

 

ଉତ୍ପାଦନ କ୍ଷେତ୍ରରେ ଭାରତରେ ଦୀର୍ଘଦିନର ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଜେନେରାଲ ଇଲେକ୍ଟ୍ରିକର ପ୍ରଶଂସା କରିଥିଲେ

ଭାରତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଜେଇର ବ୍ୟାପକ ପ୍ରଯୁକ୍ତି ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ କଲ୍ପ ଜୁନିୟର ଆଲୋଚନା କରିଥିଲେ

ଭାରତରେ ବିମାନ ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବଡ଼ ଭୂମିକା ନିଭାଇବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜିଇକୁ ଆମନ୍ତ୍ରଣ କରିଥିଲେ

SR


(ରିଲିଜ ଆଡି: 1934332) ପରିଦର୍ଶକ କାଉଣ୍ଟର : 173