ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୌରଶକ୍ତି ଉତ୍ପାଦନ ପାଇଁ ଗୋଆର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 17 JUN 2023 8:33PM by PIB Bhubaneswar

ଉପଭୋକ୍ତା ଅନୁକୂଳ ପୋର୍ଟାଲ ମାଧ୍ୟମରେ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ସବସିଡି ଆରମ୍ଭ କରିବା ଦିଗରେ ଗୋଆ ଶକ୍ତି ବିକାଶ ଏଜେନ୍ସି, ନୂତନ ତଥା ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ଏବଂ ବିଦ୍ୟୁତ୍ ବିଭାଗର ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏହି ପଦକ୍ଷେପ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପରିବେଶ ଅନୁକୂଳ ପଦ୍ଧତି ଗ୍ରହଣ କରିବା ଲାଗି ଗୋଆ ଲୋକଙ୍କୁ ପ୍ରେରଣା ଯୋଗାଇବ

ଗୋଆ ମୁଖ୍ୟମନ୍ତ୍ରୀ . ପ୍ରମୋଦ ସାୱନ୍ତଙ୍କ ଏକ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଗୋଆ ସୌର ଶକ୍ତି ବ୍ୟବହାର କରୁଥିବା ଦେଖି ଖୁସି ଏହି ସହଯୋଗୀ ପ୍ରୟାସ ସ୍ଥାୟୀ ବିକାଶକୁ ଆଗେଇ ନେବ

SR


(रिलीज़ आईडी: 1933353) आगंतुक पटल : 157
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam