ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଭାରତର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ କରିବା ଦିଗରେ ଅନେକ ପ୍ରୟାସ ଆମର ଯୁବକ ଏବଂ ସଂସ୍କୃତି ମଧ୍ୟରେ ବନ୍ଧନକୁ ଆହୁରି ଗଭୀର କରିପାରିଛି: ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                17 JUN 2023 2:59PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ ତଥା ସମ୍ମାନିତ କରିବା ଦିଗରେ ଅନେକ ପ୍ରୟାସ ବିଷୟରେ ପ୍ରବନ୍ଧ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନା ସେୟାର କରିଛନ୍ତି ଯାହା ଯୁବକ ଓ ସଂସ୍କୃତି ମଧ୍ୟରେ ବନ୍ଧନକୁ ଆହୁରି ଗଭୀର କରିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଆମେ ଆମର ସମୃଦ୍ଧ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ । ଭାରତର ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ ତଥା ସମ୍ମାନିତ କରିବା ଦିଗରେ ଅନେକ ପ୍ରୟାସ କରାଯାଇଛି, ଯାହା ଆମର ଯୁବକ ଏବଂ ଆମର ସଂସ୍କୃତି ମଧ୍ୟରେ ବନ୍ଧନକୁ ଆହୁରି ଗଭୀର କରିଦେଇଛି । #9YearsOfPreservingCulture”
HS
                
                
                
                
                
                (Release ID: 1933045)
                Visitor Counter : 132
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam