ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପ୍ରଦେଶର ବସ୍ତିରେ ଡିଜିଟାଲ୍ ଲାଇବ୍ରେରୀ ପଦକ୍ଷେପର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
10 JUN 2023 1:09PM by PIB Bhubaneswar
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶର ବସ୍ତିରେ ଡିଜିଟାଲ୍ ଲାଇବ୍ରେରୀର ପଦକ୍ଷେପ ଦ୍ବାରା ପ୍ରତିଯୋଗୀ ପରୀକ୍ଷାରେ ସାମିଲ୍ ହେଉଥିବା ପରୀକ୍ଷାର୍ଥୀମାନଙ୍କୁ ବହୁତ ଲାଭ ମିଳିବ।
ଶ୍ରୀ ମୋଦୀ ବସ୍ତିର ସାଂସଦ ଶ୍ରୀ ହରିଶ ଦ୍ବିବେଦୀଙ୍କ ଏକ ଟ୍ବିଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରେ କହିଛନ୍ତି :
‘‘ବହୁତ ବଢ଼ିଆ ପଦକ୍ଷେପ! ଯୁବକ ଓ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସାମିଲ୍ ହେଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ବସ୍ତିର ଏହି ଡିଜିଟାଲ୍ ଲାଇବ୍ରେରୀ ବହୁତ ଲାଭଦାୟକ ହେବ।
BS
(रिलीज़ आईडी: 1931252)
आगंतुक पटल : 147
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam