ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭଗବାନ୍ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସଂକଳନ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 JUN 2023 8:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ଶ୍ରୀ ସୁଦର୍ଶନ ଭଗତଙ୍କ ଏକ ଟୁଇଟ୍ ଥ୍ରେଡ୍ ସେୟାର କରିଛନ୍ତି ଏଥିରେ ସାଂସଦ ସୁଦର୍ଶନ ପ୍ରଧାନମନ୍ତ୍ରୀ ଭଗବାନ୍ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ତଥା ସମ୍ମାନିକ କରିବାର ଅବସରଗୁଡ଼ିକୁ ସଂକଳନ କରିଥିଲେ

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ମହତ୍ତ୍ୱପୂର୍ଣ୍ଣ ସଂକଳନ! ଜନଜାତିର ଗୌରବର ପ୍ରତୀକ ଭଗବାନ୍ ବିର୍ସା ମୁଣ୍ଡା ଜୀଙ୍କ ତ୍ୟାଗ ଏବଂ ସମର୍ପଣ ଦେଶବାସୀଙ୍କ ପାଇଁ ସର୍ବଦା ପଥ ପ୍ରଦର୍ଶକ ହୋଇରହିବ ’ 

SR


(ରିଲିଜ ଆଡି: 1931245) ପରିଦର୍ଶକ କାଉଣ୍ଟର : 170