ପୋଷ୍ଟ କରାଯିବା ଦିନାଙ୍କ:
06 JUN 2023 10:30PM by PIB Bhubaneswar
ବିଶିଷ୍ଟ ସାମ୍ବାଦିକ ତଥା ରାଜନୈତିକ ବିଶ୍ଲେଷକ ଶ୍ରୀ ବିଦ୍ୟୁତ୍ ଠାକୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଶ୍ରୀ ମୋଦୀ ଟୁଇଟ୍ କରିଛନ୍ତି:
‘ବିଶିଷ୍ଟ ରାଜନୈତିକ ସମୀକ୍ଷକ ବିଦ୍ୟୁତ୍ ଠାକୁରଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ପରିବାରକୁ ସମବେଦନା । ଓମ୍ ଶାନ୍ତି ।’
SR