ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶିଷ୍ଟ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ଶ୍ରୀ ବିଦ୍ୟୁତ୍ ଠାକୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 06 JUN 2023 10:30PM by PIB Bhubaneshwar

ବିଶିଷ୍ଟ ସାମ୍ବାଦିକ ତଥା ରାଜନୈତିକ ବିଶ୍ଲେଷକ ଶ୍ରୀ ବିଦ୍ୟୁତ୍ ଠାକୁରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଶ୍ରୀ ମୋଦୀ ଟୁଇଟ୍ କରିଛନ୍ତି:

ବିଶିଷ୍ଟ ରାଜନୈତିକ ସମୀକ୍ଷକ ବିଦ୍ୟୁତ୍ ଠାକୁରଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ପରିବାରକୁ ସମବେଦନା ଓମ୍ ଶାନ୍ତି

SR



(Release ID: 1930672) Visitor Counter : 107