ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ୟାଘ୍ର ସଂରକ୍ଷଣର ଗୁରୁତ୍ୱକୁ ରେଖାଙ୍କିତ କରିବାରେ ଟାଇମ୍ସ ଅଫ ଇଣ୍ଡିଆ ସମୂହର ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
01 JUN 2023 3:52PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବ୍ୟାଘ୍ର ସଂରକ୍ଷଣର ଗୁରୁତ୍ୱକୁ ରେଖାଙ୍କିତ କରିବାରେ ଟାଇମ୍ସ ଅଫ ଇଣ୍ଡିଆ ସମୂହର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ ଏହି ଅବସରରେ ଟାଇମ୍ସ ଅଫ ଇଣ୍ଡିଆ ସମୂହର ଏକ ଟାଇଗର ଆନ୍ଥେମ ଭିଡିଓ ମଧ୍ୟ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବ୍ୟାଘ୍ର ସଂରକ୍ଷଣର ଗୁରୁତ୍ୱକୁ ରେଖାଙ୍କିତ କରିବାରେ @timesofindia ସମୂହର ଏକ ନିଆରା ଉଦ୍ୟମ । ଦେଶବାସୀଙ୍କୁ ଧନ୍ୟବାଦ, ଆମ ଦେଶ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ।”
SR
(ରିଲିଜ ଆଡି: 1929002)
ପରିଦର୍ଶକ କାଉଣ୍ଟର : 143
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam