ପୋଷ୍ଟ କରାଯିବା ଦିନାଙ୍କ:
30 MAY 2023 12:33PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୃଜନଶୀଳତାର ଅନେକ ପଦକ୍ଷେପକୁ ସେୟାର କରିଛନ୍ତି ଯାହାକି ଗତ ୯ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ବିଗତ ୯ ବର୍ଷ ମଧ୍ୟରେ ଆମେ ଭାରତର ଗରିବ ଲୋକଙ୍କ ସମ୍ମାନ ରକ୍ଷା କରିବା ଏବଂ ସେମାନଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ଚେଷ୍ଟା କରିଛୁ । ଅନେକ ପଦକ୍ଷେପ ମାଧ୍ୟମରେ ଆମେ ଲକ୍ଷ ଲକ୍ଷ ଜୀବନକୁ ପରିବର୍ତ୍ତନ କରିଛୁ । ପ୍ରତ୍ୟେକ ନାଗରିକଙ୍କୁ ଆଗକୁ ନେବା ଏବଂ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମର ମିଶନ ଜାରି ରହିଛି ।”
HS