ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମେ ଭାରତର ଗରିବ ଲୋକଙ୍କ ସମ୍ମାନ ରକ୍ଷା କରିବା ଏବଂ ସେମାନଙ୍କ ଜୀବନ ଜୀବିକାରେ ବୃଦ୍ଧି ପାଇଁ ଉଦ୍ୟମ କରିଛୁ : ପ୍ରଧାନମନ୍ତ୍ରୀ

Posted On: 30 MAY 2023 12:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୃଜନଶୀଳତାର ଅନେକ ପଦକ୍ଷେପକୁ ସେୟାର କରିଛନ୍ତି ଯାହାକି ଗତ ୯ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ବିଗତ ୯ ବର୍ଷ ମଧ୍ୟରେ ଆମେ ଭାରତର ଗରିବ ଲୋକଙ୍କ ସମ୍ମାନ ରକ୍ଷା କରିବା ଏବଂ ସେମାନଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ଚେଷ୍ଟା କରିଛୁ । ଅନେକ ପଦକ୍ଷେପ ମାଧ୍ୟମରେ ଆମେ ଲକ୍ଷ ଲକ୍ଷ ଜୀବନକୁ ପରିବର୍ତ୍ତନ କରିଛୁ । ପ୍ରତ୍ୟେକ ନାଗରିକଙ୍କୁ ଆଗକୁ ନେବା ଏବଂ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମର ମିଶନ ଜାରି ରହିଛି ।”

HS



(Release ID: 1928289) Visitor Counter : 97