ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅଷ୍ଟ୍ରେଲିଆନସୁପରର ମୁଖ୍ୟ କାର୍ଯ୍ୟକାରୀ ଶ୍ରୀ ପଲ୍ ଶ୍ରୋଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 MAY 2023 3:28PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମେ ୨୩ରେ  ଅଷ୍ଟ୍ରେଲିଆନସୁପରର ମୁଖ୍ୟ କାର୍ଯ୍ୟକାରୀ ଶ୍ରୀ ପଲ୍ ଶ୍ରୋଡରଙ୍କୁ ଭେଟିଛନ୍ତି

ବିଶ୍ୱରେ ପୁଞ୍ଜିନିବେଶ ପାଇଁ ଭାରତ ସବୁଠୁ ପସନ୍ଦର ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଭାରତ ସହ  ସହଭାଗିତା ପାଇଁ ଅଷ୍ଟ୍ରେଲିଆନସୁପରକୁ ଆମନ୍ତ୍ରଣ କରିଛନ୍ତି

ଅଷ୍ଟ୍ରେଲିଆନସୁପର ଅଷ୍ଟ୍ରେଲିଆର ଏକ ସୁପରଆନୁଏସନ ଫଣ୍ଡ୍‌, ଯାହାର ମୁଖ୍ୟାଳୟ ଭିକ୍ଟୋରିଆର ମେଲବର୍ନରେ ରହିଛି

 SR


(ରିଲିଜ ଆଡି: 1926656) ପରିଦର୍ଶକ କାଉଣ୍ଟର : 202