ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁରୁଦେବ ଟାଗୋରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 09 MAY 2023 4:18PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁଦେବ ଟାଗୋରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଗୁରୁଦେବ ଟାଗୋରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି । କଳାଠାରୁ ଆରମ୍ଭ କରି ସଙ୍ଗୀତ ଏବଂ ଶିକ୍ଷାଠାରୁ ସାହିତ୍ୟ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସେ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛନ୍ତି । ଏକ ସମୃଦ୍ଧ, ପ୍ରଗତିଶୀଳ ତଥା ପ୍ରବୁଦ୍ଧ ଭାରତ ପାଇଁ ତାଙ୍କ ଲକ୍ଷ୍ୟ ପୂରଣ କରିବାକୁ ଆମେ ପ୍ରତିବଦ୍ଧ ।

 SR


(ରିଲିଜ ଆଡି: 1922797) ପରିଦର୍ଶକ କାଉଣ୍ଟର : 178