ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଣା ପ୍ରତାପଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 09 MAY 2023 4:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଣା ପ୍ରତାପଙ୍କୁ ସାହସ, ବୀରତ୍ୱ ଏବଂ ଗର୍ବର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ନିଜ ଜୀବନକୁ ମାତୃଭୂମି ସେବାରେ ଉତ୍ସର୍ଗ କରିଛନ୍ତି ତାଙ୍କ ଜୀବନ ପିଢ଼ି ପରେ ପିଢ଼ି ପାଇଁ ପ୍ରେରଣାର ସ୍ରୋତ

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ସାହସ, ବୀରତ୍ୱ ଏବଂ ସ୍ୱାଭିମାନର ପ୍ରତୀକ ମହାରାଣା ପ୍ରତାପଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ମାତୃଭୂମିର ସୁରକ୍ଷା ପାଇଁ ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲେ, ଯାହା କି ଦେଶର ପ୍ରତ୍ୟେକ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ’  

 

 SR


(ରିଲିଜ ଆଡି: 1922790) ପରିଦର୍ଶକ କାଉଣ୍ଟର : 180