ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରୁଷିଆର ମସ୍କୋରେ ଆୟୋଜିତ ୱୁଶୁ ଷ୍ଟାର୍ସ ଚାମ୍ପିୟନଶିପରେ ଭାରତ ପାଇଁ ୧୭ ପଦକ ଜିତିଥିବା ମହିଳା ଆଥଲେଟଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
09 MAY 2023 3:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷିଆର ମସ୍କୋରେ ଆୟୋଜିତ ୱୁଶୁ ଷ୍ଟାର୍ସ ଚାମ୍ପିୟନଶିପରେ ଦେଶ ପାଇଁ ୧୭ ପଦକ ଜିତିଥିବା ଭାରତୀୟ ମହିଳା ଆଥଲେଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାମ ସିଂ ଠାକୁରଙ୍କ ଏକ ଟୁଇଟକୁ ରିଟୁଇଟ କରି, ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଆମ ଆଥଲେଟମାନଙ୍କୁ ଅଭିନନ୍ଦନ ।’
SR
(रिलीज़ आईडी: 1922782)
आगंतुक पटल : 204
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada