ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 05 MAY 2023 8:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନକୁ ପ୍ରଶଂସା କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଏକ ଟୁଇଟକୁ ପ୍ରଧାନମନ୍ତ୍ରୀ ସେୟାର କରି ଟୁଇଟ କରିଛନ୍ତି:

ସୁବିଧା ଏବଂ ସୌନ୍ଦର୍ଯ୍ୟକରଣର ଏହି ପ୍ରୟାସ ଦିଲ୍ଲୀବାସୀଙ୍କ ଜୀବନରେ ଖଉସିର ନୂଆ ରଙ୍ଗ ଆଣିବ

SR


(रिलीज़ आईडी: 1922205) आगंतुक पटल : 156
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam