ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୀତା ପ୍ରେସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 04 MAY 2023 4:01PM by PIB Bhubaneswar

ଗୀତା ପ୍ରେସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଐତିହ୍ୟକୁ ଦେଶ ତଥା ଦେଶ ବାହାରକୁ ନେବା ଦିଗରେ ଏହି ପ୍ରକାଶକର ୧୦୦ ବର୍ଷର ଯାତ୍ରାକୁ ଅବିଶ୍ୱନୀୟ ଏବଂ ଅବିସ୍ମରଣୀୟ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ଅସୀମ ଶୁଭେଚ୍ଛା! ଦେଶର ଐତିହ୍ୟକୁ ନିଜ ପ୍ରକାଶନ ମାଧ୍ୟମରେ ଦେଶ ତଥା ଦେଶ ବାହାରକୁ ନେବା ଦିଗରେ ଗୀତା ପ୍ରେସର ୧୦୦ ବର୍ଷର ଯାତ୍ରା ଅବିଶ୍ୱନୀୟ ଏବଂ ଅବିସ୍ମରଣୀୟ’ ।

 

SR


(ରିଲିଜ ଆଡି: 1921935) ପରିଦର୍ଶକ କାଉଣ୍ଟର : 194