ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 MAY 2023 5:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଗୁଜରାଟ ସ୍ଥାପନା ଦିବସରେ ଶୁଭେଚ୍ଛା ଗୁଜରାଟ ନିଜର ସର୍ବାଙ୍ଗୀନ ଉନ୍ନତି ସହ ନିଜ ନିଆରା ସଂସ୍କୃତି ଯୋଗୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆଗାମୀ ଦିନରେ ରାଜ୍ୟ ବିକାଶର ନୂଆ ଉଚ୍ଚତାକୁ ଯାଉ ବୋଲି ପ୍ରାର୍ଥନା କରୁଛି

SR


(ରିଲିଜ ଆଡି: 1921170) ପରିଦର୍ଶକ କାଉଣ୍ଟର : 181