ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ପ୍ରଥମ କେବଲ-ଷ୍ଟେ ରେଳ ପୋଲ, ଅଞ୍ଜି ଖାଡ ପୋଲ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 29 APR 2023 8:40AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତର ପ୍ରଥମ କେବଲ-ଷ୍ଟେ ରେଳ ପୋଲ, ଅଞ୍ଜି ଖାଡ ପୋଲ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହି ପୋଲ ନିର୍ମାଣ ୧୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିଲା ଓ ପୋଲରେ ବ୍ୟବହୃତ କେବଲ ଷ୍ଟ୍ରାଣ୍ଡର ସମୁଦାୟ ଦୈର୍ଘ୍ୟ ୬୫୩ କିଲୋମିଟର ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ବହୁତ ବଢିଆ ।

 

SR


(रिलीज़ आईडी: 1921014) आगंतुक पटल : 193
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam