ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରାଖଣ୍ଡ ସରକାରଙ୍କ ମନ୍ତ୍ରୀ ଶ୍ରୀ ଚନ୍ଦନ ରାମ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 27 APR 2023 8:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରାଖଣ୍ଡ ସରକାରଙ୍କ ମନ୍ତ୍ରୀ ଶ୍ରୀ ଚନ୍ଦନ ରାମ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଉତ୍ତରାଖଣ୍ଡ ସରକାରଙ୍କ ମନ୍ତ୍ରୀ ଶ୍ରୀ ଚନ୍ଦନ ରାମ ଦାସ ଜୀଙ୍କ ବିୟୋଗରେ ଦୁଃଖିତ । ଉତ୍ତରାଖଣ୍ଡର ବିକାଶ ପାଇଁ ତାଙ୍କ ଅବଦାନ ଉଲ୍ଲେଖଯୋଗ୍ୟ ଥିଲା ଓ ସେ ନିଷ୍ଠାର ସହ ଲୋକଙ୍କ ସେବା କରୁଥିଲେ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା । ଓମ ଶାନ୍ତି ।

SR


(रिलीज़ आईडी: 1920085) आगंतुक पटल : 138
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam