ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୬ଟି ସ୍ଥାନ ଆଗେଇ ଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 23 APR 2023 3:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୬ଟି ସ୍ଥାନ ଆଗେଇ ଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆମ ସଂସ୍କାରମୂଳକ କାର୍ଯ୍ୟକ୍ରମ ଦ୍ୱାରା ସଂଚାଳିତ ତଥା ଲଜିଷ୍ଟିକ୍ସ ଭିତ୍ତିଭୂମି ଉନ୍ନତ କରିବାରେ ଧ୍ୟାନ କେନ୍ଦ୍ରିତ କରିବାର ଏକ ଉତ୍ସାହଜନକ ଧାରା । ଏହି ଉନ୍ନତି ଦ୍ୱାରା ଖର୍ଚ୍ଚ କମିବ ଓ ଆମ ବ୍ୟବସାୟ ପ୍ରତିଦ୍ୱନ୍ଦିତାମୂଳକ ହେବ ।   

 

SR



(Release ID: 1918948) Visitor Counter : 77