ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସମାଜରୁ ମାଦକ ଦ୍ରବ୍ୟର କୁପ୍ରଭାବ ଏଡାଇବା ପାଇଁ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
20 APR 2023 6:35PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସମାଜରୁ ମାଦକ ଦ୍ରବ୍ୟର କୁପ୍ରଭାବ ଏଡାଇବା ପାଇଁ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମାଜରେ ମାଦକ ଦ୍ରବ୍ୟର କୁପ୍ରଭାବ ଏଡାଇବାକୁ ହେଉଥିବା ଉଦ୍ୟମରେ ସମନ୍ୱୟ ଓ ତତ୍ପରତା ଆଣିବା ପାଇଁ ଏକ ଭଲ ଉପକ୍ରମ ।”
SR
(रिलीज़ आईडी: 1918331)
आगंतुक पटल : 151
इस विज्ञप्ति को इन भाषाओं में पढ़ें:
Malayalam
,
Kannada
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu