ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପିଏମଏୱାଇ ମାଆ ଓ ଭଉଣୀମାନଙ୍କ ଜୀବନ ସହଜ କରୁଛି: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
14 APR 2023 6:30PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଆଜି ଜମ୍ମୁ ପୁଞ୍ଚର ସାଂସଦ ଶ୍ରୀ ଯୁଗଳ କିଶୋର ଶର୍ମାଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇଛନ୍ତି । ନିଜ ଟ୍ୱିଟରେ ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଜନାରେ ମିଳିଥିବା ଘର ଯୋଗୁଁ ପୁଞ୍ଚର ଚଞ୍ଚଳା ଦେବୀଙ୍କ ଜୀବନରେ ହୋଇଥିବା ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମଏୱାଇ ମାଆ ଓ ଭଉଣୀମାନଙ୍କ ଜୀବନକୁ ସହଜ କରୁଛି । ସେ ଟ୍ୱିଟ କରିଛନ୍ତି;
“ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା କିପରି ଆମ ମାଆ-ଭଉଣୀମାନଙ୍କ ଜୀବନ ସହଜ ହେଉଛି ତାହା ଜମ୍ମୁ-କଶ୍ମୀରର ଚଞ୍ଚଳା ଦେବୀ ଜୀଙ୍କ ଏହି ଖୁସି ବଖାଣୁଛି ।”
SR
(ରିଲିଜ ଆଡି: 1916640)
ପରିଦର୍ଶକ କାଉଣ୍ଟର : 158
ଏହି ରିଲିଜ ପଢନ୍ତୁ :
English
,
Gujarati
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam