ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡଃ ବାବାସାହେବ ଆମ୍ବେଦକରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 14 APR 2023 6:27PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଡଃ ବାବାସାହେବ ଆମ୍ବେଦକରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସମାଜର ବଞ୍ଚିତ ଓ ଶୋଷିତ ବର୍ଗଙ୍କ ସଶକ୍ତିକରଣ ପାଇଁ ନିଜ ଜୀବନ ସମର୍ପିତ କରିଥିବା ପୂଜ୍ୟ ବାବାସାହେବଙ୍କୁ ତାଙ୍କ ଜୟନ୍ତୀରେ ଶତ ଶତ ନମନ । ଜୟ ଭୀମ ।

SR


(रिलीज़ आईडी: 1916636) आगंतुक पटल : 152
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam