ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଦ୍ମ ପୁରସ୍କାର ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 APR 2023 9:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନ ଠାରେ ପଦ୍ମ ପୁରସ୍କାର ସମାରୋହରେ ଭାଗ ନେଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜିର ପଦ୍ମ ପୁରସ୍କାର ସମାରୋହ ଲୋକଙ୍କ ମଧ୍ୟରେ ରହି ଉଲ୍ଲେଖନୀୟ କାମ କରୁଥିବା ନିଆରା ବିଜେତାମାନଙ୍କ ସହ ଆଲୋଚନାର ଆଉ ଏକ ସୁଯୋଗ ପ୍ରଦାନ କଲା ।”
SR
(ରିଲିଜ ଆଡି: 1915170)
ପରିଦର୍ଶକ କାଉଣ୍ଟର : 149
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam