ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଆୟୁଷ୍ମାନ ଭାରତ ଯୋଜନା, ଗରିବଙ୍କ ପାଇଁ ରକ୍ଷାକବଚ: ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                09 APR 2023 9:33PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ଗରିବ ଭାଇ ଓ ଭଉଣୀଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । 
ଆୟୁଷ୍ମାନ ଭାରତ ସମ୍ପର୍କରେ ଏକ ଭିଡିଓ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆୟୁଷ୍ମାନ ଭାରତ ଆମ ଗରିବ ଭାଇ-ଭଉଣୀଙ୍କ ଚିକିତ୍ସା ଖର୍ଚ୍ଚ ଚିନ୍ତା ଦୂର କରିଛି । ଏହି ଯୋଜନା ଯେଉଁଭଳି ଭାବେ ସେମାନଙ୍କ ପାଇଁ ରକ୍ଷା କବଚ ସାଜିଛି, ତାହା କୌଣସି ବରଦାନ ଠାରୁ କମ୍ ନୁହେଁ ।” 
 
 
SR
                
                
                
                
                
                (Release ID: 1915168)
                Visitor Counter : 145
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Malayalam