ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରମୁଖ ବନ୍ଦରଗୁଡିକ ନୂଆ ରେକର୍ଡ ସ୍ଥାପନ କରିଥିବାରୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 04 APR 2023 5:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଅନ୍ତର୍ଗତ ପ୍ରମୁଖ ବନ୍ଦରଗୁଡିକ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦.୪ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାସଲ ସହ କାର୍ଗୋ ହ୍ୟାଣ୍ଡଲିଂ ଲକ୍ଷ୍ୟ ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।   

ଦେଶର ପ୍ରମୁଖ ବନ୍ଦରଗୁଡିକ ଦ୍ୱାରା ୭୯୫ ଏମଏମଟି କାର୍ଗୋ ହ୍ୟାଣ୍ଡଲିଂ ଏକ ଉଲ୍ଲେଖନୀୟ ଉପଲବ୍ଧି ।

ଏହି ଉପଲବ୍ଧି ସମ୍ପର୍କରେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଖୁବ ବଢିଆ ।

 

 

SR



(Release ID: 1913601) Visitor Counter : 100