ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦୨୨-୨୩ ରେ ରେକର୍ଡ ଉତ୍ପାଦନ ପାଇଁ ସେଲ୍‍ କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 02 APR 2023 9:12AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍‍) କୁ ୨୦୨୨-୨୩ ବର୍ଷରେ ହଟ୍ ମେଟାଲ୍ ଏବଂ ଅଶୋଧିତ ଇସ୍ପାତର ସର୍ବଶ୍ରେଷ୍ଠ ଉତ୍ପାଦନ ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି

ଚଳିତ ବର୍ଷ ୧୯୪.୦୯ ଲକ୍ଷ ଟନ୍ ହଟ୍‍ ମେଟାଲ ଏବଂ ୧୮୨.୮୯ ଲକ୍ଷ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ ସହିତ ସେଲ୍‍ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ .% ଏବଂ .% ବୃଦ୍ଧି ହାସଲ କରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସୂଚାଇ ଦେଉଛି ଯେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତା ଆଡକୁ ଦୃଢ ପଦକ୍ଷେପ ନେଉଛି

ସେ ଟୁଇଟ୍‍ କରିଛନ୍ତି:

ଏହି ଚମତ୍କାର ସଫଳତା ପାଇଁ ଅନେକ ଅଭିନନ୍ଦନ! ସେଲ୍‍ ଏହି ଉତ୍ପାଦନ ଦର୍ଶାଏ ଯେ କେବଳ ଇସ୍ପାତ ନୁହେଁ, ଦେଶ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି

HS



(Release ID: 1913170) Visitor Counter : 95