ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

Posted On: 31 MAR 2023 8:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଜୀବନ ଜନକଲ୍ୟାଣ ପ୍ରତି ସମର୍ପିତ ଥିଲା । ତାଙ୍କ ସ୍ୱପ୍ନ ସାକାର କରିବାକୁ ଭାରତ ସରକାର ଓ ଆସାମ ସରକାର ଅନେକ ଉଦ୍ୟମ କରିବା ସହ ଅସାଧାରଣ ବୋଡୋମାନଙ୍କ ସଶକ୍ତିକରଣ ପାଇଁ କାମ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଜୀବନ ଜନକଲ୍ୟାଣ ପ୍ରତି ସମର୍ପିତ ଥିଲା । ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରୁଛି । ତାଙ୍କ ସ୍ୱପ୍ନ ସାକାର କରିବାକୁ ଭାରତ ସରକାର ଓ ଆସାମ ସରକାର ଅନେକ ଉଦ୍ୟମ କରିବା ସହ ଅସାଧାରଣ ବୋଡୋମାନଙ୍କ ସଶକ୍ତିକରଣ ପାଇଁ କାମ କରୁଛନ୍ତି ।

SR



(Release ID: 1912723) Visitor Counter : 104