ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଗାଦି ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି;
‘‘ସମସ୍ତ ଦେଶବାସୀଙ୍କୁ ଉଗାଦି ର ହାର୍ଦ୍ଦିକ ଶୁଭକାମନା!’’
BS