ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମେ ସମୂର୍ଣ୍ଣ ତତ୍ପରତାର ସହ କାମ ଜାରି ରଖିବୁ ଓ ଉତ୍ତର ପୂର୍ବାଞ୍ଚଳର ବିକାଶ ଆବଶ୍ୟକତା ପୂରଣ କରିବୁ: ପ୍ରଧାନମନ୍ତ୍ରୀ

Posted On: 13 MAR 2023 3:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୂର୍ଣ୍ଣ ତତ୍ପରତାର ସହ କାମ କରି ଉତ୍ତର ପୂର୍ବାଞ୍ଚଳର ବିକାଶ ଆବଶ୍ୟକତା ପୂରଣ ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟ୍ୱିଟ ଶୃଙ୍ଖଳ, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ ପୂର୍ବାଞ୍ଚଳ ପ୍ରତି ଆଗ୍ରହ ଓ ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ, ତାର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆମେ ସମୂର୍ଣ୍ଣ ତତ୍ପରତାର ସହ କାମ କରି ଉତ୍ତର ପୂର୍ବାଞ୍ଚଳର ବିକାଶ ଆବଶ୍ୟକତା ପୂରଣ କରିବୁ ।” 

 

SR



(Release ID: 1906350) Visitor Counter : 77