ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ବନ୍ୟପ୍ରାଣୀ ସଂରକ୍ଷଣବିତ୍ ଓ ପରିବେଶପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 04 MAR 2023 8:52AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ବନ୍ୟପ୍ରାଣୀ ସଂରକ୍ଷଣବିତ ଓ ପରିବେଶପ୍ରେମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ବନ୍ୟପ୍ରାଣୀ ପ୍ରେମୀ ଓ ବନ୍ୟପ୍ରାଣୀ ସଂରକ୍ଷଣ ସହ ଜଡିତ ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା । ପଶୁଙ୍କ ବାସସ୍ଥଳୀ ସଂରକ୍ଷଣ ଆମର ପ୍ରମୁଖ ପ୍ରାଥମିକତା ଓ ଆମେ ଏହାର ଭଲ ପରିଣାମ ଦେଖିପାରୁଛେ । ବିଗତ ବର୍ଷ ସଦା ସ୍ମରଣୀୟ ରହିବ, କାରଣ ସେହି ବର୍ଷ ଆମେ ନିଜ ଦେଶରେ ଚିତାଙ୍କୁ ସ୍ୱାଗତ କରିଥିଲେ ।

 

SR



(Release ID: 1904097) Visitor Counter : 103