ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଭିନବ ଉପାୟରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
25 FEB 2023 9:49PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନର ତେହେରୀ ଗରୱାଲ ସାଂସଦ ମାଲା ରାଜ୍ୟ ଲକ୍ଷ୍ମୀ ଯେଭଳି ଭାବେ ତେହେରୀ ଗରୱାଲ ର୍ନିବାଚନମଣ୍ଡଳୀ ସ୍ଥିତ ଉତ୍ତରକାଶୀ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରିଥିଲେ ତାହାକୁ ପ୍ରଶଂସା କରିଛନ୍ତି ।
ତେହେରୀ ଗରୱାଲ ସାଂସଦଙ୍କ ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଆପଣଙ୍କ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଉତ୍ତମ ପଦକ୍ଷେପ! ଏହିପରି ପ୍ରୟାସ ବିଭିନ୍ନ କ୍ଷେତ୍ର ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିବ ।”
HS
(रिलीज़ आईडी: 1903041)
आगंतुक पटल : 173
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada