ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ରାଜ୍ୟ ସ୍ଥାପନ ଦିବସ ଅବସରରେ ଅରୁଣାଚଳ ପ୍ରଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 20 FEB 2023 3:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ଅରୁଣାଚଳ ପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଅରୁଣାଚଳ ପ୍ରଦେଶବାସୀଙ୍କୁ ରାଜ୍ୟ ସ୍ଥାପନ ଦିବସର ଶୁଭେଚ୍ଛା । ଏହି ରାଜ୍ୟ ଗତିଶୀଳତା ଓ ଦେଶଭକ୍ତିକୁ ବୁଝାଇଥାଏ । ବିଭିନ୍ନ କ୍ଷେତ୍ରରେ ଭାରତର ପ୍ରଗତି ପାଇଁ ରାଜ୍ୟବାସୀଙ୍କ ଅବଦାନ ରହିଛି । ଆଗାମୀ ଦିନରେ ଅରୁଣାଚଳ ପ୍ରଦେଶ ପ୍ରଗତିର ନୂତନ ଦିଗନ୍ତ ହାସଲ କରୁ ବୋଲି କାମନା ।”   

 

SR



(Release ID: 1900743) Visitor Counter : 135