ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାଶିବରାତ୍ରୀ ଅବସରରେ କାଶୀର ଫଟୋ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 20 FEB 2023 6:02AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କାଶୀରେ ମହାଶିବରାତ୍ରୀ ସମାରୋହ ପାଳନର ଫଟୋ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ମହାଶିବରାତ୍ରୀର ପାବନ-ପୁନୀତ ଅବସରରେ ଶିବଭକ୍ତିରେ ଲୀନ କାଶୀ...ଜୟ ବାବା ବିଶ୍ୱନାଥ ।”

 

SR


(रिलीज़ आईडी: 1900644) आगंतुक पटल : 140
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam