ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଘରଚଟିଆ ସଂରକ୍ଷଣ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
19 FEB 2023 9:54AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ସାଂସଦ ବ୍ରିଜ ଲାଲ ନିଜ ଘରେ ଘରଚଟିଆ ସଂରକ୍ଷଣ ପାଇଁ କରୁଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ରାଜ୍ୟସଭା ସାଂସଦଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବହୁତ ବଢିଆ ! ଆପଣଙ୍କ ଏହି ଉଦ୍ୟମ ସମସ୍ତଙ୍କୁ ପ୍ରେରିତ କରିବ ।”
SR
(ରିଲିଜ ଆଡି: 1900639)
ପରିଦର୍ଶକ କାଉଣ୍ଟର : 169
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam