ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତୁର୍କୀବାସୀଙ୍କ ସହ ଦୃଢ ଭାବେ ଛିଡା ହୋଇଛି ଭାରତ: ପ୍ରଧାନମନ୍ତ୍ରୀ

प्रविष्टि तिथि: 10 FEB 2023 7:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଅପରେସନ ଦୋସ୍ତ ଅନ୍ତର୍ଗତ ଭାରତ ଅଧିକରୁ ଅଧିକ ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବ ।

ତୁର୍କୀରେ ଭାରତୀୟ ଟିମର ଭୂମିକା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆମ ଟିମଗୁଡିକ ଅପରେସନ ଦୋସ୍ତର ଅଂଶ ଭାବରେ ଦିନରାତି କାମ କରୁଛନ୍ତି । ସେମାନେ ଅଧିକରୁ ଅଧିକ ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ ନିଜର ସମସ୍ତ ପ୍ରୟାସ ଜାରି ରଖିବେ । ଏହି ସଙ୍କଟଜନକ ସମୟରେ ଭାରତ ତୁର୍କୀବାସୀଙ୍କ ସହ ଦୃଢ ଭାବେ ଛିଡା ହୋଇଛି ।”     

 

SR


(रिलीज़ आईडी: 1898211) आगंतुक पटल : 160
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam