ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କାଶୀରେ ସୁସ୍ଥ ଦୃଷ୍ଟି ଅଭିଯାନର ପ୍ରଶଂସା କଲେ

प्रविष्टि तिथि: 03 FEB 2023 6:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ସୁସ୍ଥ ଦୃଷ୍ଟି ସମୃଦ୍ଧ କାଶୀ’ ଅଭିଯାନ ସହ ଜଡ଼ିତ ସମସ୍ତ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମଣ୍ଡାଭିୟାଙ୍କର ଏକ ଟ୍ୱିଟର ଜବାବ ଦେଇ ଟ୍ୱିଟ କରଛନ୍ତି:

‘‘ଏହି ଅଭିଯାନରେ ସାମିଲ ହୋଇଥିବା କାଶୀର ମୋର ସମସ୍ତ ଭାଇଭଉଣୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଆପଣମାନଙ୍କର ଆରୋଗ୍ୟମୟ ଜୀବନ କାଶୀର ବିକାଶରେ ନୂଆ ଶକ୍ତି ପ୍ରଦାନ କରିବ ।’’

 

SR


(रिलीज़ आईडी: 1896108) आगंतुक पटल : 188
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam