ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତୀୟ ରପ୍ତାନୀକାରୀଙ୍କ ଦ୍ୱାରା ଭାରତ-ୟୁଏଇ ସିଇପିଏର ସଦୁପଯୋଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
31 JAN 2023 6:53PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରପ୍ତାନୀକାରୀଙ୍କ ଦ୍ୱାରା ଭାରତ-ୟୁଏଇ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମା (ସିଇପିଏ)ର ସଦୁପଯୋଗକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତୀୟ ଉଦ୍ୟୋଗ ପାଇଁ ସୁସଙ୍କେତ, ଏହା ଭାରତୀୟ ଉତ୍ପାଦଗୁଡିକୁ ବିଶ୍ୱରେ ଲୋକପ୍ରିୟ କରିବ ।”
SR
(रिलीज़ आईडी: 1895230)
आगंतुक पटल : 174
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam