ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ ରପ୍ତାନୀକାରୀଙ୍କ ଦ୍ୱାରା ଭାରତ-ୟୁଏଇ ସିଇପିଏର ସଦୁପଯୋଗକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 31 JAN 2023 6:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରପ୍ତାନୀକାରୀଙ୍କ ଦ୍ୱାରା ଭାରତ-ୟୁଏଇ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ରାଜିନାମା (ସିଇପିଏ)ର ସଦୁପଯୋଗକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଭାରତୀୟ ଉଦ୍ୟୋଗ ପାଇଁ ସୁସଙ୍କେତ, ଏହା ଭାରତୀୟ ଉତ୍ପାଦଗୁଡିକୁ ବିଶ୍ୱରେ ଲୋକପ୍ରିୟ କରିବ ।”  

 

SR



(Release ID: 1895230) Visitor Counter : 96