ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
26 JAN 2023 2:06PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସନ୍ତ ପଞ୍ଚମୀ ଓ ସରସ୍ୱତୀ ପୂଜା ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ବସନ୍ତ ପଞ୍ଚମୀ ଓ ସରସ୍ୱତୀର ପୂଜାର ଏହି ସୁଅବସର ସମସ୍ତଙ୍କ ଜୀବନରେ ନୂଆ ଉର୍ଜା ଓ ନୂଆ ଉତ୍ସାହ ସଂଚାର କରୁ । ମା ବିଦ୍ୟାଦାୟିନୀଙ୍କ ବନ୍ଦନା ସହ ଜଡିତ ଏହି ପବିତ୍ର ପର୍ବରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା ।”
SR
(ରିଲିଜ ଆଡି: 1894010)
ପରିଦର୍ଶକ କାଉଣ୍ଟର : 172
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam