ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟପଥରେ ଆଷ୍ଟ୍ରୋ ନାଇଟ ସ୍କାଏ ପର୍ଯ୍ୟଟନ ଆୟୋଜନ ନିମନ୍ତେ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଦିଲ୍ଲୀର ପ୍ରୟାସକୁ ପ୍ରଶଂସା କଲେ

प्रविष्टि तिथि: 11 JAN 2023 8:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତବ୍ୟପଥରେ ଆଷ୍ଟ୍ରୋ ନାଇଟ ସ୍କାଏ ପର୍ଯ୍ୟଟନ ଆୟୋଜନ ନିମନ୍ତେ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଦିଲ୍ଲୀର ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଦିଲ୍ଲୀ ଦ୍ୱାରା ହୋଇଥିବା ଏକ ଟ୍ୱିଟରେ ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆମ ଯୁବପିଢ଼ିଙ୍କଠାରେ ମହାକାଶ ଏବଂ ଜ୍ୟୋତିର୍ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ଲାଗି ଚମକ୍ରାର ପ୍ରୟାସ ।’’

SR


(रिलीज़ आईडी: 1890506) आगंतुक पटल : 120
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam