ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀରେ ମୁଖ୍ୟ ସଚିବଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
06 JAN 2023 5:21PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ମୁଖ୍ୟ ସଚିବଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ବନ୍ଧୀୟ ବିଷୟ ଉପରେ ମତ ବିନିମୟ କରିବା ଏବଂ ଭାରତକୁ ନୂତନ ଉଚ୍ଚତାକୁ ନେବା ପାଇଁ ଦଳଗତ ଆବେଗକୁ ମଜବୁତ କରିବା ଲାଗି ଏହା ଏକ ଭଲ ଫୋରମ୍ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀରେ ଯୋଗ ଦେଇଛି। ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ମତ ବିନିମୟ କରିବା ଏବଂ ଭାରତକୁ ନୂତନ ଉଚ୍ଚତାକୁ ନେବା ପାଇଁ ଦଳଗତ ଆବେଗକୁ ମଜବୁତ କରିବା ପାଇଁ ଏହା ଏକ ଭଲ ଫୋରମ୍ ।”
HS/BS
(रिलीज़ आईडी: 1889257)
आगंतुक पटल : 228
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam