ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଶ୍ଚିମବଙ୍ଗରେ ଆଜି ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Posted On: 30 DEC 2022 9:03AM by PIB Bhubaneshwar

ଆଜି ପଶ୍ଚିମବଙ୍ଗ ଗସ୍ତରେ ଆସିବାକୁ ଥିବା ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ର୍ନିଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ କୁହାଯାଇଛି:

“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂମାଧ୍ୟମରେ ପଶ୍ଚିମବଙ୍ଗରେ ଆଜିର ର୍ନିଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ପ୍ରମୁଖ ଯୋଗାଯୋଗ ସମ୍ବନ୍ଧୀୟ ପ୍ରକଳ୍ପର ଶୁଭାରମ୍ଭ ଏବଂ ଜାତୀୟ ଗଙ୍ଗା ପରିଷଦର ବୈଠକ ଅନ୍ତର୍ଭୁକ୍ତ ।”

ପ୍ରଧାନମନ୍ତ୍ରୀଙ୍କ ମା’ ଆଜି ପ୍ରତ୍ୟୁଷରେ ଅହମ୍ମଦାବାଦରେ ପରଲୋକ ଗମନ କରିଛନ୍ତି ।

HS



(Release ID: 1887528) Visitor Counter : 137