ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ

Posted On: 19 DEC 2022 8:33PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁଗୁଲ ସିଇଓ ଶ୍ରୀ ସୁନ୍ଦର ପିଚାଇ ଭେଟି ନବାଚାର ଓ ପ୍ରଯୁକ୍ତି ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । 

ସୁନ୍ଦର ପିଚାଇଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ସୁନ୍ଦର ପିଚାଇ, ଆପଣଙ୍କୁ ଭେଟି ନବାଚାର, ପ୍ରଯୁକ୍ତି ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିବା ସୁଖଦ ଥିଲା । ଏହା ଖୁବ ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱରେ ମାନବ ସମୃଦ୍ଧି ଓ ନିରନ୍ତର ବିକାଶରେ ପ୍ରଯୁକ୍ତିର ସୁଫଳ ପାଇବା ପାଇଁ ବିଶ୍ୱକୁ ମିଳିତ ଭାବେ କାମ କରିବାକୁ ହେବ ।” 

<blockquote class="twitter-tweet"><p lang="en" dir="ltr">Was a delight to meet you <a href="https://twitter.com/sundarpichai?ref_src=twsrc%5Etfw">@sundarpichai</a> and discuss innovation, technology and more. It is important the world continues to work together to leverage tech for human prosperity and sustainable development. <a href="https://t.co/cbJG1U1v01">https://t.co/cbJG1U1v01</a></p>&mdash; Narendra Modi (@narendramodi) <a href="https://twitter.com/narendramodi/status/1604850047224807425?ref_src=twsrc%5Etfw">December 19, 2022</a></blockquote> <script async src="https://platform.twitter.com/widgets.js" charset="utf-8"></script>

SR



(Release ID: 1885619) Visitor Counter : 132