ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୌସେନା ଦିବସ ଅବସରରେ ଭାରତୀୟ ନୌବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 04 DEC 2022 10:09AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୌସେନା ଦିବସ ଅବସରରେ ସମସ୍ତ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନୌସେନା ଦିବସରେ ସମସ୍ତ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା । ଆମେ ଭାରତରେ ଆମର ସମୃଦ୍ଧ ସାମୁଦ୍ରିକ ଇତିହାସ ପାଇଁ ଗର୍ବିତ । ଭାରତୀୟ ନୌସେନା ଆମ ଦେଶକୁ ନିରନ୍ତର ଭାବରେ ସୁରକ୍ଷା ଦେଇଛି ଏବଂ ଆବଶ୍ୟକ ସମୟରେ ନିଜର ମାନବିକ ଆବେଗ ସହିତ ନିଜକୁ ପୃଥକ ଭାବେ ପ୍ରତିଷ୍ଠା କରିପାରିଛି ।”

HS


(रिलीज़ आईडी: 1880870) आगंतुक पटल : 164
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam