ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ: ପ୍ରଧାନମନ୍ତ୍ରୀ

प्रविष्टि तिथि: 26 NOV 2022 10:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଜି, ସମ୍ବିଧାନ ଦିବସରେ ଆମକୁ ସମ୍ବିଧାନ ପ୍ରଦାନ କରିଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଓ ଦେଶ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ନିଜ ପ୍ରତିବଦ୍ଧତା ଦୋହରାଉଛୁ ।”

 

SR


(रिलीज़ आईडी: 1879242) आगंतुक पटल : 160
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam