ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ସ୍ଥାପନା ଦିବସ ଅବସରରେ ଝାଡଖଣ୍ଡବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 15 NOV 2022 11:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡ ସ୍ଥାପନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ପ୍ରଗତିର ନୂତନ ଉଚ୍ଚତା ସ୍ପର୍ଶ କରୁ ବୋଲି କାମନା କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସମସ୍ତ ଝାଡଖଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭକାମନା । ପ୍ରାକୃତିକ ସମ୍ବଳ ଓ ଜନଜାତୀୟ କଳା-ସଂସ୍କୃତିରେ ସମୃଦ୍ଧ ଏହି ରାଜ୍ୟ ପ୍ରଗତିର ନୂତନ ଉଚ୍ଚତା ସ୍ପର୍ଶ କରୁ ବୋଲି କାମନା କରୁଛି ।”

 

SR



(Release ID: 1876086) Visitor Counter : 97