ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୟନ୍ତୀ ଅବସରରେ ମୌଲାନା ଆଜାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 11 NOV 2022 10:04AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମୌଲାନା ଆଜାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କ ଅବଦାନ ତଥା ଶିକ୍ଷା ପ୍ରତି ଥିବା ଅନୁରାଗକୁ ମଧ୍ୟ ସ୍ମରଣ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଜନ୍ମବାର୍ଷିକୀ ଅବସରରେ ମୌଲାନା ଆଜାଦଙ୍କୁ ସ୍ମରଣ କରୁଛି । ନିଜ ପାଣ୍ଡିତ୍ୟ ଓ ବୁଦ୍ଧିମତା ପାଇଁ ସେ ସର୍ବତ୍ର ସମ୍ମାନିତ । ଆମ ସ୍ୱାଧୀନତା ସଂଗ୍ରାମରେ ସେ ଆଗଧାଡିରେ ରହିବା ସହ ଅନ୍ୟ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଏକାଠି କାମ କରିଥିଲେ । ଶିକ୍ଷା ପ୍ରତି ମଧ୍ୟ ସେ ଅନୁରାଗୀ ଥିଲେ ।”  

SR


(रिलीज़ आईडी: 1875180) आगंतुक पटल : 217
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam